• Home
  • Login
  • Content
    Hindi
    English
    Marathi
    Gujarati
    Kananda
    Urdu
    Bengali
    Odia
    Punjabi
    Tamil
    Telugu
    View All
  • Contribute
  • Resources
    Low Tech
    Covid-19
  • Stories
  • ASER
  • Blog

Home Read Stories Level 1 Odia

କଇଁଛ ଓ ଠେକୁଆ
କଇଁଛ ଓ ଠେକୁଆ ଦୌଡ଼ ଲଗାଇଲେ I ରାସ୍ତାରେ ଠେକୁଆ ଶୋଇ ପଡ଼ିଲା ଏବଂ କଇଁଛ ଆଗକୁ ପଳାଇଗଲା I ଏତିକିବେଳେ କଇଁଛ ସିଂହ ହାବୁଡ଼ରେ ପଡ଼ିଲା I ଆଗକୁ କ’ଣ ହେବ? (The rabbit and the tortoise decide to race. On the way, the rabbit fell asleep and the tortoise ran ahead. But then the tortoise saw a lion. What will happen now? Read more to find out.)
ପିଙ୍କୁର କାଳୁ
ପିଙ୍କୁ ଓ କାଳୁ ଦିନସାରା ଏତେ କାମ କରନ୍ତି ଯେ ଦୁହେଁ ଥକି ପଡ଼ନ୍ତି I କ’ଣ ତୁମେ କହି ପାରିବ କି ସେମାନେ କ’ଣ-କ’ଣ କମ କରୁଥିବେ? (Pinku and Pankhu do so much work all day that they are tired by the end of it. What do you think they do all day?)
ବିଜୁ ଓ ଜୋଜୋ
ଜନ୍ମଦିନରେ ବିଜୁ ଜୋଜୋକୁ ଡାକିବାକୁ ଚାହୁଁଛି I କିନ୍ତୁ ମାଆ ମନା କରିଦେଲେ I କ’ଣ ଜୋଜୋ ପାର୍ଟିକୁ ଆସିବ? (Zera wants to invite Jojo to his birthday party. Will Jojo come to the party? Read more to find out.)
ସିଂହର ଭୋଜି
ସିଂହ ସମସ୍ତ ପଶୁମାନଙ୍କୁ ଭୋଜିର ନିମନ୍ତ୍ରଣ ପଠେଇଲା I କିନ୍ତୁ ସିଂହ ମହାରାଜ ହାତୀକୁ ଡାକିବାକୁ ଭୁଲିଗଲେ I (The lion organized a feast and invited all the animals. But he forgot to invite the elephant! What happens next? Read more to find out.)

ବଣଭୋଜି
ପାଞ୍ଚ ଜଣ ସାଙ୍ଗ ଜଙ୍ଗଲରେ ପହଞ୍ଚିଲେ I ସେମାନେ ସେଠାରେ କ’ଣ-କ’ଣ କରିବେ? (Five friends went to a forest. What will they do there? Let us read more to find out!)
ଜିଲାପି
ଜିଲାପି ଦେଖି ରାଧିକା ଖାଇବାକୁ ମନ କଲା I କଣ ରାଧିକାକୁ ଜିଲାପି ମିଳିଲା? (Muniya wanted to eat some jalebis. Did her wish come true? Read more to find out.)
ବେଲୁନ୍ ବାଲା
ରାଧା ବେଲୁନ୍ କିଣିଲା ଏବଂ ନିଜ ସାଙ୍ଗମାନଙ୍କୁ ମଧ୍ୟ ଡାକ ପକାଇଲା I କିନ୍ତୁ ତା'ର ସାଙ୍ଗ ବେଲୁନ୍ କିଣି ପାରିଲେ ନାହିଁ କାରଣ..... (Chiku buys a balloon and also asks her friends to buy some. But her friends could not buy the balloons because…read more to find out!)
କୁନା
କୁନା ନଳରୁ ପାଣି ଟୋପା ପଡ଼ୁଥିବାର ଦେଖି ଗୋଟିଏ ଢାଳ ନଳ ତଳେ ରଖିଦେଲା I ପୁଣି ଢାଳର ପାଣିକୁ ସେ... (When Ali saw water dripping from the tap, he put a pot under the tap. What does he do with the pot next? Read more to find out.)

ହାତୀ ଛୁଆ ପାଣି ପିଇବା ଶିଖିଲା
ହାତୀ ଛୁଆ ପାଣି ପିଇବାକୁ ଚେଷ୍ଟା କରୁଛି I ସେ ପାଣି ପିଇବାକୁ କ’ଣ-କ’ଣ କଲା କାହାଣୀରେ ପଢ଼ I (The baby elephant is trying to drink water...but whatever he tries, it does not work. Until...read more to find out!)
ବଣ୍ଟି ଓ ମାଆ
ଜେବା ପ୍ରଥମ ଥର ଚିଠି ଲେଖିବାକୁ ଯାଉଛି I ସେ ତା’ର ପ୍ରଥମ ଚିଠି କାହାକୁ ଲେଖୁଛି? ଜାଣିବାକୁ ହେଲେ କାହାଣୀଟିକୁ ପଢ଼ I (Bunty's father bought a kite for him, but the kite got wet. What happens next? Read more to find out.)
ବିଲେଇ ଛୁଆ
ବିଲେଇ ଛୁଆର ଗୋଡ଼ରେ ଆଘାତ ଲାଗିଥିଲା I କଣ କେହି ତାକୁ ସାହାଯ୍ୟ କରିବ? (A kitten hurt her leg. Will anyone help the hurt kitten? Read more to find out!)
ଚାବିର ତାଲା
ସନ୍ଦିପକୁ ଗୋଟିଏ ଚାବି ମିଳିଲା ହେଲେ ତା’ର ତାଲା ମିଳୁନାହିଁ I (Sandeep found a key but he cannot find its lock. Read more to find out what happens.)

ସିମରନର ଛତା
ସିମରନ ତିଆରି କଲା ଏକ ଚମତ୍କାର ଛତା I (Urmila loves to draw. But today something goes wrong…how will she respond? Read more to find out!)
ପିମ୍ପୁଡ଼ି
କ’ଣ ତୁମେ ଜାଣିଛ, ପିମ୍ପୁଡ଼ି ନିଜର ମଳା କେଉଁଠି ତିଆରି କରେ ଏବଂ କ’ଣ ଖାଏ? (Do you know where ants build their homes and what they eat? Read more to find out.)
ଲୁଚକାଳି
ଗୋଟିଏ ଝିଅ ଗଛ ଉପରେ ଲୁଚିଛି I କିନ୍ତୁ ସେ ସେତେବେଳେ ଆସିବ, ଯେତେବେଳେ ତା’ର ଆଈ ତାକୁ ଡାକିବେ I (There is a girl hiding in a tree. She will come down only when a special person calls her. Who? Read more to find out.)
ଜେଜେଙ୍କ ଚିନ୍ତା
ଜେଜେଙ୍କର ଗୋଟିଏ ସମସ୍ୟା ତାଙ୍କୁ ଦିନ-ରାତି ଚିନ୍ତାରେ ପକାଇଥାଏ ଓ ଏବେ ସେ ସପନ ମଧ୍ୟ ତାକୁ ହିଁ ଦେଖନ୍ତି I (Something troubles grandpa so much, the worries enter his dreams! Read more to understand what worries him.)

ଡର
ରାତିରେ ଏକ ଅଦ୍ଭୁତ ଶବ୍ଦରେ ଅଚାନକ ରୀନା ଡରିଗଲା I (It’s late at night and Reena is lying in bed. Suddenly, she starts to hear a strange noise coming from somewhere in the house…)
ଦୌଡ଼
ଘରେ ଖିରି ହେଲା; ହେଲେ କେହି ଖାଇଲେ ନାହିଁ I କାରଣ .... (Kheer was made at home but nobody got to eat it. Read more to find out why!)
ଦୋଳି
ଅନୁଜକୁ ଦୋଳି ଖେଳିବାକୁ ଭାରି ଇଚ୍ଛା ହେଲା, ତେଣୁ ମାମୁନୀ ତିଆରି କଲା ଏକ ନିଆରା ଦୋଳି I (Anuj loves to play on swings. But there are none nearby. His sister has an idea though…read more to find out!)
ଜଙ୍ଗଲ ବୁକ୍
ଏପରି କ’ଣ ହେଲା ଯେ ଗଣ୍ଡା ଜଙ୍ଗଲରୁ ବାହାରି ରାସ୍ତାରେ ପହଞ୍ଚିଗଲା? (What happened to make the hippo come out from the jungle onto the road?)

ପାରା
ରମା ଗୋଟିଏ ପାରା ହୋଇଗଲା ଏବଂ ଗୋଟିଏ ଛାତ ଉପରେ ଯାଇ ପହଞ୍ଚି ଗଲା I (Pakhi turns into a pigeon and flies onto a roof. Is this magic or…read more to find out!)
ବହି ସହିତ କଥାବାର୍ତ୍ତା
ଦିଦି ଆସିଲେ, ବହି ଆଣିଲେ I ଏହାପରେ ରାଜୁ, ନିଲୁ, ବିନୁ ଓ ବାସନ୍ତିର ଦୁନିଆ ବଦଳି ଗଲା I (Four friends spend the days walking around and picking up old bits and pieces. Until one day a woman notices them and…read more to find out!)
ମୁଁ କିଏ?
ଗୋଟିଏ ପଶୁ ଏପରି ଅଛି ଯାହାର ପେଟ ଉପରେ ଗୋଟିଏ ଥଳି ଥାଏ I କହିଲ ଦେଖି ସେ କିଏ ଅଟେ? (An animal who has a pocket on its stomach and can jump really far! Can you guess its name?)
ଛେଳିଛୁଆ
ବେଲା ଦେଖିଲା, ଗୋଟିଏ ଛେଳି ଛୁଆ ଗାତରେ ପଡିଯାଇଛି I ବେଲା ତାକୁ କିପରି ସାହାଯ୍ୟ କରିବ? (Samira loves to cycle! But suddenly she stops when she hears a goat bleating…)

ମୟୂରର ନାଚ
ହେନାକୁ ନାଚିବାର ଦେଖି ମୟୂର ମଧ୍ୟ ନାଚିବା ଭୁଲିଗଲା I (Hina went to the farm with her father one day. She saw a peacock dancing and started to dance as well. How did the peacock react? Read more to find out.)
ମୁଁ ଶୋଇବି ନାହିଁ !
ଅଧା ରାତି ହୋଇଗଲା ଏବଂ ସମସ୍ତ ପଶୁପକ୍ଷୀ ଶୋଇଗଲେ I କିନ୍ତୁ କେହି ଜଣେ ଅଛି ଯାହାକୁ ନିଦ ଆସୁନି I (It is midnight and all the animals are fast asleep. But there is someone who is awake...read more to find out who!)
ନୂଆ ବହି
ଜଣେ ପିଲାକୁ ମିଳିଲା ଗୋଟିଏ ମଜାଳିଆ କାହାଣୀ ବହି I (A boy found an interesting story book. Do you want to know what is it about?)
ନୀଳ ଫଳ
ଗଛରେ ନୀଳ ଫଳ ଦେଖି ମୋନିକା ଛାନିଆଁ ହୋଇଗଲା ଏବଂ ଦୌଡ଼ିଯାଇ ମାଆ ପାଖରେ ପହଞ୍ଚିଗଲା I (Kasnee was surprised to see a blue fruit on a tree and ran to her mother...read more to find out what happens next!)

ରଙ୍ଗର ଦୁନିଆ
କ’ଣ ତୁମେ କେବେ ରଙ୍ଗରେ ରଙ୍ଗ ମିଶାଇ ନୂଆ ରଙ୍ଗ ତିଆରି କରିଛ? ଗୀତା ରଙ୍ଗଗୁଡ଼ିକ ସହିତ ଖେଳୁଛି ଏବଂ ଅଲଗା-ଅଲଗା ରଙ୍ଗ ତିଆରି କରୁଛି I (Have you ever mixed colours? Read more to find out what happens when you do!)
ଟିନା-ମିନା
ଟିନା-ମିନା ଦୁହେଁ ପାଣିରେ ଖେଳିବା ଆରମ୍ଭ କରିଦେଲେ ଏବଂ ମାଆ ଆସି... (Roli-Poli have a lot of fun playing with water! Read more to learn about this fun.)
ସାପ
କ’ଣ ତୁମେ ଜାଣିଛ, ସାପ କ’ଣ କ’ଣ କରିଥାଏ? (Do you know about all the things a snake does? Read more to find out!)
ସି-ସି-ସିଟି
ମନ ଦୁଃଖରେ ଥିବା ଭେଣ୍ଡିକୁ ଖୁସି କରାଇବା ପାଇଁ ଲାଉ, ବାଇଗଣ ଏବଂ ଲଙ୍କା ଚେଷ୍ଟା କରୁଥିଲେ I କ’ଣ ଭେଣ୍ଡି ଖୁସି ହେବ? (Ladyfinger is feeling sad. What can his friends do to help? Read more to find out!)

ଟ୍ରେନ୍
ଏହି କାହାଣୀ ଗୋଟିଏ ଟ୍ରେନର ଯାହାର ପ୍ରତ୍ୟେକ ଡବାରେ ଲୋକ ବସିଛନ୍ତି I (This story is about a day in the life of a train. Read more to explore!)
ପେଚା ରାଜାର ରାତି
ରାତି ହେଲା ଏବଂ ପେଚା ରାଜାର ସଭା ମଧ୍ୟ ଆରମ୍ଭ ହୋଇଗଲା I (Night falls and the owl king starts his gathering. Read more to find out about his night ahead!)
ନାଗୁ ଓ ନୁନୁର ଚିନ୍ତା
ଗଣିତ ପ୍ରଶ୍ନ ହୋଇଗଲା ନାଗୁ ଓ ନୁନୁ ପାଇଁ ଚିନ୍ତାର କାରଣ I ଏଥିପାଇଁ ଦୁଇ ସାଙ୍ଗ ସ୍କୁଲ୍ ଯିବାକୁ ଚାହୁଁ ନଥିଲେ I କଣ ସେମାନଙ୍କ ଏହି ଚିନ୍ତା ଦୂର ହେବ? (Naagu and Nunu don't feel like going to school. Why? How will they feel at the end of the story? Read more to find out.)
ବେଲୁନ୍
ବେଲୁନବାଲାଠାରୁ ସୀମା ଦୁଇଟି ବେଲୁନ୍ କିଣିଲା | ପାଖରେ ପଇସା ନ ଥିବାରୁ ରୀମା ବେଲୁନ୍ କିଣି ପାରିଲା ନାହିଁ | ସୀମା ବେଲୁନ୍ ସହିତ ଖେଳୁଥିବାର ଦେଖି ତାକୁ ବହୁତ ରାଗ ଲାଗିଲା | ଶେଷରେ କ'ଣ ହେଲା ଜାଣିବା ପାଇଁ ଚାଲ କାହାଣୀକୁ ପଢ଼ିବା | (Seema bought two balloons, but Reema could not buy the balloon because she did not have money. Reema felt angry and jealous. Read the story to find out more.)


 


On Children’s Day 2020, Pratham and StoryWeaver (an initiative of Pratham Books) announced a collaboration to develop and grow a repository of reading resources for young children. As the first step, 50 stories from Pratham were launched on the StoryWeaver platform last year. We are delighted to share the progress that has been made since then, in creating, translating and curating stories across many languages made available for public access across two platforms – Pratham Education Foundation’s Pratham Open School (prathamopenschool.org) and StoryWeaver (storyweaver.org). For more information on the Kahaniyaan hi Kahaniyaan campaign, visit pratham.org/stories
Follow us
Useful links
  • Mohalla Learning Camp
  • PraDigi Creativity Club
  • Covid-19 Resources
  • Corona Mukt Pind
  • Covid-19 Awareness
  • Our Interns
Contact Us
  • 022-22812500
  • digital@pratham.org
  • Mumbai Y.B. Chavan Center, 4th Floor,Gen. J. Bhosale Marg.
    Nariman Point Mumbai,
    Maharashtra - 400021

  • Delhi Delhi Registered Office B- 4/58, Safdarjung Enclave 2nd Floor,
    New Delhi - 110 029
    Email: info@pratham.org.

All resources of the story page on the website are CC-BY-4.0 licensed. You can copy, modify, distribute and perform the work, even for commercial purposes, all without asking permission. Some rights reserved. For full terms of use and attribution, https://creativecommons.org/licenses/by/4.0/
Privacy Policy · Terms & Conditions