ନାଗୁ ଓ ନୁନୁର ଚିନ୍ତା



ଗଣିତ ପ୍ରଶ୍ନ ହୋଇଗଲା ନାଗୁ ଓ ନୁନୁ ପାଇଁ ଚିନ୍ତାର କାରଣ I ଏଥିପାଇଁ ଦୁଇ ସାଙ୍ଗ ସ୍କୁଲ୍ ଯିବାକୁ ଚାହୁଁ ନଥିଲେ I କଣ ସେମାନଙ୍କ ଏହି ଚିନ୍ତା ଦୂର ହେବ? (Naagu and Nunu don't feel like going to school. Why? How will they feel at the end of the story? Read more to find out.)