କଇଁଛ ଓ ଠେକୁଆ



କଇଁଛ ଓ ଠେକୁଆ ଦୌଡ଼ ଲଗାଇଲେ I ରାସ୍ତାରେ ଠେକୁଆ ଶୋଇ ପଡ଼ିଲା ଏବଂ କଇଁଛ ଆଗକୁ ପଳାଇଗଲା I ଏତିକିବେଳେ କଇଁଛ ସିଂହ ହାବୁଡ଼ରେ ପଡ଼ିଲା I ଆଗକୁ କ’ଣ ହେବ? (The rabbit and the tortoise decide to race. On the way, the rabbit fell asleep and the tortoise ran ahead. But then the tortoise saw a lion. What will happen now? Read more to find out.)