ବିଜୁ ଓ ଜୋଜୋ



ଜନ୍ମଦିନରେ ବିଜୁ ଜୋଜୋକୁ ଡାକିବାକୁ ଚାହୁଁଛି I କିନ୍ତୁ ମାଆ ମନା କରିଦେଲେ I କ’ଣ ଜୋଜୋ ପାର୍ଟିକୁ ଆସିବ? (Zera wants to invite Jojo to his birthday party. Will Jojo come to the party? Read more to find out.)