ସିଂହର ଭୋଜି



ସିଂହ ସମସ୍ତ ପଶୁମାନଙ୍କୁ ଭୋଜିର ନିମନ୍ତ୍ରଣ ପଠେଇଲା I କିନ୍ତୁ ସିଂହ ମହାରାଜ ହାତୀକୁ ଡାକିବାକୁ ଭୁଲିଗଲେ I (The lion organized a feast and invited all the animals. But he forgot to invite the elephant! What happens next? Read more to find out.)