ମୀନାର ପିଠାଖିଆ



ମୀନାର ପିଠା ଖାଇବାକୁ ବହୁତ ମନ | ମାଆ ତା'ପାଇଁ ବିଭିନ୍ନ ରକମର ପିଠା ତିଆରି କରିବାକୁ ଲାଗିଲେ | ଚାଲ ଜାଣିବା ମାଆ ମୀନା ପାଇଁ କ'ଣ କ'ଣ ଦେଇ କେଉଁ-କେଉଁ ପିଠା ତିଆରି କରିଲେ | (Meena loves eating cake. Her mother makes her many different types of cake. Read the poem to find out more.)