ମାଆ ଆସିବା ପରେ



ହରିଣ ଛୁଆଟି ଖେଲୁଥିଲା I ଖେଳୁ-ଖେଳୁ ତା’ର ଗୋଡ଼ ମୋଡ଼ି ହୋଇଯିବାରୁ ସେ ଜୋର୍-ଜୋରରେ କାନ୍ଦିଲା I ବହୁତ କାନ୍ଦିଲା I କଣ ସେ ଚୁପ୍ ହେଲା? କାହାଣୀ ଦେଖ ଓ ଜାଣିବାକୁ ଚେଷ୍ଟା କର I (While playing in the forest, a baby deer got hurt. It wouldn't stop crying until someone special came along. Can you guess who? Look at the story to find out.)