• Home
  • Login
  • Content
    Hindi
    English
    Marathi
    Gujarati
    Kananda
    Urdu
    Bengali
    Odia
    Punjabi
    Tamil
    Telugu
    View All
  • Contribute
  • Resources
    Low Tech
    Covid-19
  • Stories
  • ASER
  • Blog

Home Read Stories Level 2 Odia

ପ୍ରଥମ ଚିଠି
ଜେବା ପ୍ରଥମ ଥର ଚିଠି ଲେଖିବାକୁ ଯାଉଛି I ସେ ତା’ର ପ୍ରଥମ ଚିଠି କାହାକୁ ଲେଖୁଛି? ଜାଣିବାକୁ ହେଲେ କାହାଣୀଟିକୁ ପଢ଼ I (Zeba is going to write her first letter. To whom is she writing her first letter? Read the story to find out.)
କବଚ
ପ୍ରକୃତିରେ ଏପରି କେଉଁ-କେଉଁ ଜୀବ-ଜନ୍ତୁ ଅଛନ୍ତି ଯାହା ପାଖରେ ନିଜର ସୁରକ୍ଷା ପାଇଁ କବଚ ଥାଏ? ଏପରି ଜୀବଜନ୍ତୁଙ୍କ ବିଷୟରେ ଜାଣିବା ପାଇଁ କାହାଣୀକୁ ପଢ଼ | ( What are the animals in nature that have armour to protect themselves? Read the story to know about such creatures.)
ଚାଲାକ୍ ଠେକୁଆ
ବଣର ରାଜା ସିଂହ ନିଜର ଚିତ୍ର ତିଆରି କରିବାକୁ ମନ କଲେ । ସମସ୍ତ ପଶୁପକ୍ଷୀ ଚିତ୍ର ତିଆରି କଲେ ହେଲେ ରାଜାଙ୍କ ମନକୁ ପାଇଲା ନାହିଁ । ଠେକୁଆ ଏଥିପାଇଁ କଣ କଲା ଜାଣିବା ପାଇଁ ଚାଲ କାହାଣୀକୁ ପଢ଼ିବା । (The king of the forest decided to get a portrait made of himself. He felt that only his portrait should be made, not portraits of the other animals. Read the story to find out more.)
ସୁନା ପିଲା
ବାଟରେ ସାହାଯ୍ୟ ମାଗୁଥିବା ରୋଗିଣା ଲୋକଟିକୁ ସମସ୍ତେ ଅଣଦେଖା କରି ଚାଲି ଯାଉଥାନ୍ତି | ମୀନା ସେହି ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ସ୍କୁଲ୍ ପ୍ରତିଯୋଗିତାରେ ଭାଗ ନେଇ ପାରିଲା ନାହିଁ | ଆଗକୁ କଣ ହେଲା ଜାଣିବା ପାଇଁ ଚାଲ କାହାଣୀକୁ ପଢ଼ିବା | (Everyone ignores the sick man on the street who is asking for help. But Meena wants to help him. Read the story to find out what happened next.)

ବେଲୁନ୍
ବେଲୁନବାଲାଠାରୁ ସୀମା ଦୁଇଟି ବେଲୁନ୍ କିଣିଲା | ପାଖରେ ପଇସା ନ ଥିବାରୁ ରୀମା ବେଲୁନ୍ କିଣି ପାରିଲା ନାହିଁ | ସୀମା ବେଲୁନ୍ ସହିତ ଖେଳୁଥିବାର ଦେଖି ତାକୁ ବହୁତ ରାଗ ଲାଗିଲା | ଶେଷରେ କ'ଣ ହେଲା ଜାଣିବା ପାଇଁ ଚାଲ କାହାଣୀକୁ ପଢ଼ିବା | (Seema bought two balloons, but Reema could not buy a balloon because she did not have any money. Reema felt angry and jealous. Read the story to find out more.)
କାଗଜ ଡଙ୍ଗା
ବରଷା ପଡିବା ମାତ୍ରେ ସୁମନ୍ ଡଂଗା ଭାସାଇବାକୁ ମନ କଲା | ହେଲେ ସ୍କୁଲ୍ ଦିଦି କଣ ଏଥିରେ ରାଜି ହେବେ | ଦିଦି ସୁମନ୍ ର ମନ କଥା ଜାଣି ଆଗକୁ କଣ କଲେ ଚାଲ ଜାଣିବା ଏହି କାହାଣୀରୁ | (It started raining. Suman felt like floating a paper boat in the rain. Will his teacher agree to this? Read this story to find out.)
ଜହ୍ନମାମୁ
ଓମ୍ ଛାତ ଉପରେ ଶୋଇଥିବା ବେଳେ କାହାର ଗୀତ ଶୁଣି ଉଠି ପଡିଲା | ସେ ଗୀତ କିଏ ଗାଉଥିଲା ଜାଣିବା ଚାଲ ଏହି କାହାଣୀରୁ | (Om was sleeping on the roof. He woke up when he heard somebody singing. Read the find story to find out who was singing.)
ଉପହାର
ସିଂହରାଜାଙ୍କ ପୁଅର ଜନ୍ମଦିନ । ସବୁ ପଶୁପକ୍ଷୀ ତା ପାଇଁ ଉପହାର ଆଣିଥିଲେ । ଚୁଟକିର ଉପହାର ଦେଖି ସଭିଏଁ ହସିଲେ । ସିଂହ ରାଜା ଚୁଟକିର ଉପହାର ଦେଖି କଣ କହିଲେ ଜାଣିବା ଚାଲ ଏହି କାହାଣୀରୁ । (It is the Lion King son's birthday. All the animals and birds have brought gifts. What did the Lion King say when he saw the sparrow's gift? Read the story to find out.)

ରାଜା ଓ ମିଟୁ
ରାଜୁ ନିଜର ଭୁଲାପଣ ଯୋଗୁଁ ସବୁବେଳେ ହଇରାଣ ହୁଏ । ଆଜି ସ୍କୁଲରେ ପରୀକ୍ଷା । ରାଜୁକୁ ତାର ଚଷମା ମିଳୁନି। ସେ କିପରି ନିଜ ଚଷମା ପାଇଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା। (Raju is often troubled by his mistakes. He has an exam at school today but cannot find his glasses. Read the story to find out what happens next.)
ଶାରୀ ଓ ସେବକ
ରାମୁର ବହୁତ କୁକୁଡ଼ା ଥିଲା । ହେଲେ ହଠାତ୍ ତାର କୁକୁଡ଼ା ଚୋରୀ ହେବାକୁ ଲାଗିଲା । ସେ ଚୋରକୁ କିପରି ଧରିଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା । (Ramu had many chickens. One day, his chickens started to be stolen. Read the story to find out more.)
ସୋନା ଓ ସୁଇଟ୍
ସୋନା ସ୍କୁଲ୍ରୁ ଫେରିବାବେଳେ ନାଳରେ ପଡିଥିବା ଛୋଟ କୁକୁର ଛୁଆର କାନ୍ଦ ଶୁଣିଲା | ତାକୁ ଘରକୁ ଆଣିଲା | ତାପରେ କଣ ହେଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା। (On her way back home from school, Sona heard the cry of a small puppy. What happened next? Read the story to find out.)
କଅଁଳ କଥା, ଦୁରେ ରହିଥା
ବଗ ମନ ଦୁଃଖରେ ପୋଖରୀ କୁଳରେ ବସିଛି ଓ ମାଛମାନେ ଦୁରରେ ଖେଳୁଛନ୍ତି | ମାଛଙ୍କୁ ଖାଇବା ପାଇଁ ବଗ କି ଉପାୟ କଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା। (There was a pond with a stork who was feeling sad. A few fish were playing nearby. What happened next? Read the story to find out.)

ସାଂଗ ହେବ ତ ଏମିତି
ସୋନାଲି ଓ ରୁପାଲି ଦୁଇ ସାଂଗ ସବୁଦିନ ବଣକୁ ଛେଳି ଚରାଇବାକୁ ଯାଆନ୍ତି | ଦିନେ ହଠାତ୍ ସେମାନେ ବଣରେ ବାଘଟିଏ ଦେଖିଲେ | ତା'ପରେ କଣ ହେଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା। (Sonali and Rupali go to the jungle every day to graze their goats. One day, a tiger suddenly appeared. What happened next? Read the story to find out.)
ମିଠା ପଇଡ
ଟାଣ ଖରାରେ ଠେକୁଆକୁ ବହୁତ ଶୋଷ ହେଉଥିଲା | ବହୁତ ଖୋଜିଲା ପରେ ବାଟରେ ନଡିଆଗଛଟିଏ ଦେଖି ଅଟକିଗଲା | ତା'ପରେ କ'ଣ ହେଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢିବା | (There was a rabbit who was thirsty. After searching everywhere for a drink, they spotted a coconut tree. Read the story to find out what happens next.)
ଭାଲୁର ଘର
ଶୀତଦିନେ ଭାଲୁଟିଏ ରହିବା ପାଇଁ ଗାତ ଖୋଳିବାକୁ | ହେଲେ ସେ ପାରିଲା ନାହିଁ | ବାଟରେ ଯାଉଥିବା ହରିଣ ସାହାଯ୍ୟରେ ସେ କେମିତି ଗାତ ଖୋଳିଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢିବା | (A bear tried to dig a hole to live in for the winter. Were they successful in their attempt? Read the story to find out.)
ପିମ୍ପୁଡି ଓ ବେଂଗ
ପିମ୍ପୁଡିଟିଏ ଥରକୁ ଥର ବାହାରକୁ ଯାଇ ଗାତ ଭିତରକୁ ଖାଇବା ଜିନିଷ ବୋହି ଆଣୁଥାଏ | ପିମ୍ପୁଡିର ଏ ପରିଶ୍ରମ ଦେଖି ପାଖରେ ଥିବା ବେଙ୍ଗଟିଏ ସହିପାରିଲା ନାହିଁ | ବେଙ୍ଗ ପିମ୍ପୁଡି ସହିତ କ'ଣ କଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା। (An ant comes out from their hole from time to time to collect some food. This made the frog angry. Let's read this story to find out why.)

ନଟେଇ ଓ ଗୁଡି
ଆକାଶରେ ଉଡିବା ପାଇଁ ନଟେଇଟିଏ ଗୁଡିକୁ କହିଲା |ବହୁତ ଦୂର ଉଡିବା ପରେ ନଟେଇ ଗୁଡିକୁ ରହିଯିବା ପାଇଁ କହିଲା | ହେଲେ ସେ ଶୁଣିଲା ନାହିଁ | ତା'ପରେ କ'ଣ ହେଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା। (The kite's string asked the kite to fly in the sky. After flying too far, they asked the kite to stop. Read the story to find out what happened next.)
ନଈ କାହାର
କୁଲୁକୁଳୁ ହୋଇ ବହିଯାଉଥିଲା ନଈଟିଏ | ତାକୁ ଦେଖି ପର୍ବତ, ଆକାଶ ଓ ମାଟି କ'ଣ କହିଲେ ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା। (A river was flowing. What did the mountain, sky, and earth say to the river? Read the story to find out more about this conversation.)
ବୁବୁ ବୁଝିଲା
ବୁବୁ ଚଗଲା ପିଲାଟିଏ | ସବୁବେଳେ ଯାହା ପାଏ ବାଡେଇ ଭାଙ୍ଗିଦିଏ | ସେ କେମିତି ଭଲ ପିଲା ହେଲା ଜାଣିବା ପାଇଁ ଚାଲଏହି କାହାଣୀକୁ ପଢ଼ିବା| (Bubu is a naughty boy. Whatever he gets, he breaks. Will his behaviour ever change? Read the story to find out.)
ବୀଣା ଓ ଉଡାଜାହାଜ
ବୀଣା କେବେ ଉଡାଜାହାଜକୁ ନିକଟରୁ ଦେଖି ନ ଥିଲା | ଉଡାଜାହାଜକୁ ପ୍ରଥମ ଥର ଦେଖି ସେ ତା ବାପାଙ୍କୁ ଅନେକ ପ୍ରଶ୍ନ ପଚାରିଲା | ବାପଙ୍କୁ ସେ କ'ଣ ପଚାରିଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢିବା | (Bina had never seen an aeroplane before. Seeing it for the first time, she asked her father many questions. Read this story to find out more.)

ହାତୀ ଚାଲିଲା ସାଇକେଲ୍ ଚଢି
ହାତୀଟିଏ ମନଦୂଃଖରେ ଶୋଇଥାଏ | କାରଣ ତା ଉପରେ ସମସ୍ତ ବସୁଛନ୍ତି | ହେଲେ ସେ କାହା ଉପରେ ବସିପାରୁନାହିଁ | ପାଖରେ ଥିବା ସାଇକେଲ୍ ଟିକୁ ସେ ତା ଦୁଃଖ କହିଲା | ତା'ପରେ କ'ଣ ହେଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା | (An elephant goes to sleep feeling sad. Everyone is always sitting on them! He tells the bicycle next to him about his sadness. Read the story to find out more.)
ଗଛର ଯତ୍ନ
ସୀମା, ରାଣୀ ଓ ଲିପି ତିନୋଟି ଝିଅ ଗାଁ ଲୋକମାନଙ୍କୁ ଗଚ୍ଛ ଲଗାଇବାର ଦେଖିଲେ | ତା ଦେଖି ସେମାନେ ବି ଗଚ୍ଛ ଲଗାଇଲେ | ଗଛର ଯତ୍ନ ନେଲେ | ତା'ପରେ କଣ ହେଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢିବା | (Seema, Rani and Lipi are watching the villagers planting trees. Seeing this, they also start going and taking care of the trees. Read the story to find out more.)
କରିମ୍ ଚାଚାଙ୍କ ବେଲୁନ୍
କରିମ୍ ଚାଚା ଗାଁରୁ ସହର ବୁଲି ବେଲୁନ୍ ବିକନ୍ତି | ମାମାଲି ଓ ପାପାଲି ଦୁଇ ସାଂଗ ବାଟରେ ହାଟକୁ ବେଲୁନ୍ ଧରି ଯାଉଥିବା କରିମ୍ ଚାଚାଙ୍କୁ ଦେଖିଲେ | ତା'ପରେ କଣ ହେଲା ଜାଣିବାପାଇଁ ଚାଲଏହି କାହାଣୀକୁ ପଢିବା | (
ଆମ୍ବୁଲ
ଟୁକୁନା ଜେଜେମା ର ଗୁଣୁଗୁଣୁ ଗୀତକୁ ଶୁଣି ତାକୁ ବଡ ପଟିରେ ଗାଇବା ପାଇଁ କହିଲା | ଜେଜେମା ବଡ ପାଟିରେ ଆମ୍ବୁଲ ଗୀତକୁ ସ୍ବର କରି ଗାଇଲେ | ଗୀତକୁ ଶୁଣିବା ପାଇଁ ଚାଲ ଏହି କାହାଣୀକୁ ପଢିବା | (Tukuna heard Grandma's warm and soothing song and asked her to sing more. How was the song? Read the story to find out.)

ଝରକା
ଝରକା | ବିଭିନ୍ନ ଜାଗାରେ ତାର ଆକୃତି ଅଲଗା ପ୍ରକାରର | ଦିନସାରା ସେ କ'ଣ କ'ଣ କରେ ଜାଣିବାପାଇଁ ଚାଲ ଏହି କାହାଣୀକୁ ପଢିବା | (Windows. Their shape and their behaviour is different in different places. Let's read the story to find out what this window does during their day.)
ଗୁଡି ଯାଉଛି ଉଡି
ଆକାଶରେ ଉଡୁଥିବା ଗୁଡିକୁ ଦେଖି କୁନିର ମନ ହେଲା ଗୁଡିଟିଏ ତିଆରି କରି ଉଡେଇବାକୁ | ସେ ତା ସାଂଗ ମିତା ସହ ମିଶି ଗୁଡି ତିଆରି କରିବା ପାଇଁ ବାହାରିଲା | ସେ କେମିତି ଗୁଡି ତିଆରି କଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢିବା | (
ଏକ୍ରୁ ଦଶ
ଟୁକୁଲୁ କୁ ଏକ ରୁ ଦଶ ଗଣିବା ବହୁତ କଷ୍ଟ | ଜେଜେବାପା ତାକୁ ଖେଳ ମାଧ୍ୟମରେ ଗଣିବା ଶିଖେଇବା ପାଇଁ ଯୋଜନା କଲେ | ସେ କେମିତି ଗଣି ଶିଖିଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢିବା | (Tukulu found counting to 10 very difficult. So, grandpa decided to teach him through some fun games. Read this story to find out more.)

 


On Children’s Day 2020, Pratham and StoryWeaver (an initiative of Pratham Books) announced a collaboration to develop and grow a repository of reading resources for young children. As the first step, 50 stories from Pratham were launched on the StoryWeaver platform last year. We are delighted to share the progress that has been made since then, in creating, translating and curating stories across many languages made available for public access across two platforms – Pratham Education Foundation’s Pratham Open School (prathamopenschool.org) and StoryWeaver (storyweaver.org). For more information on the Kahaniyaan hi Kahaniyaan campaign, visit pratham.org/stories
Follow us
Useful links
  • Mohalla Learning Camp
  • PraDigi Creativity Club
  • Covid-19 Resources
  • Corona Mukt Pind
  • Covid-19 Awareness
  • Our Interns
Contact Us
  • 022-22812500
  • digital@pratham.org
  • Mumbai Y.B. Chavan Center, 4th Floor,Gen. J. Bhosale Marg.
    Nariman Point Mumbai,
    Maharashtra - 400021

  • Delhi Delhi Registered Office B- 4/58, Safdarjung Enclave 2nd Floor,
    New Delhi - 110 029
    Email: info@pratham.org.

All resources of the story page on the website are CC-BY-4.0 licensed. You can copy, modify, distribute and perform the work, even for commercial purposes, all without asking permission. Some rights reserved. For full terms of use and attribution, https://creativecommons.org/licenses/by/4.0/
Privacy Policy · Terms & Conditions